ମାଛ ଘାଣ୍ଟ
ମାଛ ଘାଣ୍ଟ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ବଟା (ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବା)ରେ ମାଛ ମିଶାଇ କରାଯାଇଥିବା ଏକ ତରକାରୀ । ମାଛ ବେସର ଝୋଳ ଭଳି ପାଣିଆ ନହୋଇ ବହଳିଆ ହୋଇଥାଏ ।
ତିଆରି କରିବାପାଇଁ ଉପାଦାନ
• ମାଛ (ମୁଣ୍ଡ) - ୫୦୦ ଗ୍ରାମ । • ଆଳୁ - ୫ ଟା । • ପିଆଜ - ୧ ଟା । • ରସୁଣ ପାଖୁଡା - ୬ ଟା । • Ginger - 2 pieces. • Red chillies - 6 numbers. • Cumin seeds - 1 teaspoons. • Argemone - 1 teaspoons. • Bay leaves - 2 numbers. • Cinnamon - 2 pieces. • Cardamoms - 2 numbers. • Oil - 1/2 cup. • Salt & turmeric powder - to taste.
ପ୍ରକାର ଭେଦ
ମାଛ ବେସର ବଟାରେ ବ୍ୟବହୃତ ଉପାଦାନକୁ ନେଇ ବେସର ମୁଖ୍ୟତଃ ଦୁଇପ୍ରକାରର । ପ୍ରଥମଟି ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଇଥିବା ବେସର ବଟା ପଡ଼ିହୁଏ । ଦ୍ୱିତୀୟ ପ୍ରକାରର ବେସର ସୋରିଷ, ରସୁଣ, ଜିରା ଆଦିକୁ ମିଶାଇ ବାଟି କରାଯାଇଥାଏ । ଏହା ସାଧାରଣତଃ ଘରେ ଓ ଭୋଜି ଆଦିରେ ରନ୍ଧାଯାଇଥାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ ।
0 Comments