ଖାସି ମାଂସ ତରକାରୀ
ପ୍ରକାର Curry
ପରଷା Main course
ମୂଳ ସ୍ଥାନ India
ପରଷିବା ଉତ୍ତାପ Burning
ମୁଖ୍ୟ ଉପାଦାନ Mutton, tomato, ginger, coriander leaves
ଖାସି ମାଂସ ତରକାରୀ ଏକ ଭାରତୀୟ ଖାଦ୍ୟ(ତରକାରୀ) ଯାହାକି ଛେଳି(ଖାସି) ମାଂସରୁ ପ୍ରସ୍ତୁତ ହୋଇଥାଏ ।ଖାସି ମାଂସ ତରକାରୀକୁ ପ୍ରେସର କୁକରରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଏହାକୁ ଭାତ ସହିତ ପରସା ଯାଇଥାଏ ।
0 Comments