ଅବସ୍ଥାନ- କେନ୍ଦୁଝର ଜିଲ୍ଲା, ଓଡ଼ିଶା, ଭାରତ
ଦିଗବାରେଣି- ୨୧.୬୦୮୯, ୮୫.୫୫୫୭
ଉଚ୍ଚତା- ୩୦.୫ metres (୧୦୦ ft)
ଖାଲମାନଙ୍କ ସଂଖ୍ୟା- ୨
ଝରଣା- ମାଛ କନ୍ଦନ
'ବଡ଼ଘାଗରା ଜଳପ୍ରପାତ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ସୁନ୍ଦର ପ୍ରାକୃତିକ ଜଳପ୍ରପାତ ଏବଂ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ ।
ବଡ଼ଘାଗରା, ଜିଲ୍ଲା ସଦରମହକୁମା କେନ୍ଦୁଝର ଠାରୁ ୯ କି.ମି. ଦୂରରେ ଅବସ୍ଥିତ ଓ ସାନଘାଗରା ଜଳପ୍ରପାତ ଠାରୁ ୩ କି.ମି. ଦୂରରେ ଅବସ୍ଥିତ ।
ଏହି ଜଳପ୍ରପାତ ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ ମାଛ କାନ୍ଦଣା ମଧ୍ୟରେ ଅବସ୍ଥିତ । ଏଠାରେ ନଦୀର ଜଳସ୍ରୋତଟି ହାରାହାରି ୨୦୦ଫୁଟ ଉଚ୍ଚତାରୁ ସିଧାସଳଖ ତଳକୁ ଗତିକରିଛି ।
0 Comments