ଡୁଡୁମା ଜଳପ୍ରପାତ
ଅବସ୍ଥାନ - କୋରାପୁଟ ଜିଲ୍ଲା, ଓଡ଼ିଶା, ଭାରତ
ଉଚ୍ଚତା- ୧୫୭ ମିଟର
ଖାଲମାନଙ୍କ ସଂଖ୍ୟା - ୧
ଡୁଡୁମା ଜଳପ୍ରପାତ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ । ଏହାରର ଉଚ୍ଚତା ୧୫୭ ମିଟର (୫୧୫ ଫୁଟ) । ଏହା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରୁ ଅନ୍ୟତମ । ଏଠାରେ ମାଛକୁଣ୍ଡ ହାଇଡ୍ରୋ ଇଲେକ୍ତ୍ରିକ୍ ପାବାର ପ୍ରୋଜେକ୍ଟଦ୍ୱାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ । ଡୁଡୁମା କୋରାପୁଟ ଠାରୁ ପ୍ରାୟ ୯୨କିଲୋମିଟର ଓ ବିଶାଖପାଟଣା ଠାରୁ ପ୍ରାୟ ୨୦୦ କିଲୋମିଟର । ଏହା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଅବସ୍ଥିତ ।
0 Comments