ପ୍ରଜ୍ଞାନ ଓଝା
ପ୍ରଜ୍ଞାନ ଓଝାଙ୍କ ଜନ୍ମ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ । ସେ ଡି.ଏ.ଭି ଚନ୍ଦ୍ରସେଖରପୁରର ଛାତ୍ର।ତାଙ୍କ କ୍ରିକେଟ ଜୀବନ ଆରମ୍ଭ ହୁଏ ଭୁବନେଶ୍ୱରର ସହିଦ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ରୁ ପରେ ସେ ଭାରତୀୟ କ୍ରିକେଟ ଦଳ ,ଡେକାନ୍ ଚାର୍ଜର୍,ହାଇଦରାବାଦ ପାଁଇ ଖେଳି ସାରିଛନ୍ତି। ପ୍ରଜ୍ଞାନ ଓଝା ମୁରଲିଧରନ୍ଙ୍କ ଶେଷ ଓ ବିଶ୍ୱ ରେକର୍ଡ ୮୦୦ ତମ ଉଇକେଟ ହୋଇଥିଲେ।
ରେକର୍ଡ୍:
ତଥ୍ୟ ଶ୍ରେଣୀ
ପ୍ରଥମ ଟେଷ୍ଟ୍ ୨୪ ନଭେମ୍ବର ୨୦୦୯ ଶ୍ରୀଲଙ୍କା ବିରୁଦ୍ଦରେ
ପ୍ରଥମ ଦିନିକିଆ ୨୮ ଜୁନ୍ ୨୦୦୮ ବାଙ୍ଗଲାଦେଶ ବିରୁଦ୍ଦରେ
ଦଳ ଭାରତୀୟ କ୍ରିକେଟ ଦଳ ,ଡେକାନ୍ ଚାର୍ଜର୍,ହାଇଦରାବାଦ

0 Comments