ସ୍ୱାଗତିକା ରଥ
ସ୍ୱାଗତିକା ରଥ, ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ । ସେଟି ୨୦ ଏବଂ ଦିନିକିଆ କ୍ରିକେଟରେ ଭାରତକୁ ମଧ୍ୟ ପ୍ରତିନିଧିତ୍ୱ କରିସାରିଛନ୍ତି ।
କ୍ରିକେଟ ଜୀବନ
ସ୍ୱାଗତିକା, ନିଜ ମାମୁଁ ଜ୍ଞାନଚାନ୍ଦ୍ ଦାସଙ୍କୁ ଠାରୁ ପ୍ରେରଣା ପାଇ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ୨୦୦୭ ମସିହାରୁ ପ୍ରତିଯୋଗିତା ମୂଳକ କ୍ରିକେଟ ଖେଳ ଆରମ୍ଭ କରିଥିବା ସ୍ୱାଗତିକା ,୨୦୧୦-୨୦୧୧ରେ ଓଡି଼ଶା ୧୯ ବର୍ଷରୁ କମ ଦଳରେ ସ୍ଥାନ ପାଇଥିଲେ । ସେହି ବର୍ଷ ସେ ଓଡି଼ଶା ଏବଂ ଇଷ୍ଟ ଜୋନ ଦଳ ପାଇଁ ମଧ୍ୟ ଖେଳିଥିଲେ । ୨୬ ଅପ୍ରେଲ, ୨୦୧୨ ମସିହାରେ ଏକ ଆନ୍ତଃ- ଜିଲ୍ଲା କ୍ରିକେଟ ମ୍ୟାଚରେ କଳାହାଣ୍ଡି ବିପକ୍ଷରେ ଯାଜପୁର ତରଫରୁ ଖେଳି, ସେ ସମସ୍ତ ୧୦ଟି ଉଇକେଟ ଅକ୍ତିଆର କରିଥିଲେ । ୨୦୧୩ ମସିହାରେ ଭାରତ-ବଙ୍ଗଳାଦେଶଟି ୨୦ ଏବଂ ଦିନିକିଆ ସିରିଜରେ ସେ ଭାରତୀୟ ଦଳ ତରଫରୁ ଖେଳି, ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜୀବନ ଆରମ୍ଭ କରିଛନ୍ତି ।

0 Comments