ଭୀମରାଓ ରାମଜୀ ଆମ୍ବେଦକର
ଜନ୍ମ ଓ ଜନ୍ମସ୍ଥାନ ୧୪ ଅପ୍ରେଲ ୧୮୯୧
ମଧ୍ୟପ୍ରଦେଶ
ମୃତ୍ୟୁ ୬ ଡିସେମ୍ବର ୧୯୫୬ (ବୟସ ୬୫)
ଦିଲ୍ଲୀ;ଭାରତ
ଜାତୀୟତା ଭାରତୀୟ
ଅଲଗା ନାଆଁ ବାବା ସାହେବ
ଶିକ୍ଷାନୁଷ୍ଠାନ ମୁମ୍ବାଇ ବିଶ୍ୱବିଦ୍ୟାଳୟ
କଲମ୍ବିଆ ବିଶ୍ୱବିଦ୍ୟାଳୟ
ଲନ୍ଡନ ବିଶ୍ୱବିଦ୍ୟାଳୟ
ସଙ୍ଗଠନ ସମତା ସୈନିକ ଦଳ
ଶୀର୍ଷକ ଭାରତର ପ୍ରଥମ ଆଇନ ମନ୍ତ୍ରୀ
ଜୀବନସାଥି ରମାବାଇ ଆମ୍ବେଦକର,ସବିତା ଆମ୍ବେଦକର
ପୁରସ୍କାର ଭାରତରତ୍ନ
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ – ୬ ଡିସେମ୍ବର ୧୯୫୬), ଜଣେ ଭାରତୀୟ ନୀତି ପ୍ରଣେତା, ରାଜନୀତିକ ନେତା, ଦାର୍ଶନିକ, ଐତିହାସିକ, ବାଗ୍ମୀ, ଅର୍ଥନୀତିଜ୍ଞ ଓ ସମ୍ପାଦକ ଥିଲେ । ସେ ବାବାସାହେବ ନାମରେ ମଧ୍ୟ ପରିଚିତ।
0 Comments