ରାଜୀବ ଗାନ୍ଧୀ




ବ୍ୟକ୍ତିଗତ ସବିଶେଷ
ଜନ୍ମ ରାଜୀବ ଗାନ୍ଧୀ
୨୦ ଅଗଷ୍ଟ ୧୯୪୪(1944-08-20)
Bombay, Bombay Presidency, British Raj
(Now Mumbai, Maharashtra, India)
ମୃତ୍ୟୁ ୨୧ ମଇ ୧୯୯୧(1991-05-21) (ବୟସ ୪୬)
ସ୍ପିପେରୁମ୍ବୁଦୁର, ତାମିଲ ନାଡୁ
ରାଜନୀତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀ ସୋନିଆ ଗାନ୍ଧୀ
ସନ୍ତାନ ରାହୁଲ
ପ୍ରିୟଙ୍କା
ଶିକ୍ଷାନୁଷ୍ଠାନ Trinity College, Cambridge
Imperial College, London

ରାଜୀବ ଗାନ୍ଧୀ, ଭାରତର ଷଷ୍ଠ ପ୍ରଧାନ ମନ୍ତ୍ରୀ । ରାଜୀବ ଗାନ୍ଧୀ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ଓ ଜବାହରଲାଲ ନେହେରୁଙ୍କ ନାତି। ୧୯୮୪ ମସିହା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାପରେ ରାଜୀବ ଗାନ୍ଧୀ ବହୁ ଜନମତଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ।