ନାମେରି ଜାତୀୟ ପାର୍କ
ନାମେରି ଜାତୀୟ ପାର୍କ ଭାରତୀୟ ରାଜ୍ୟ ଆସାମର ସୋନିତପୁର ଜିଲ୍ଲାରେ ପୂର୍ବ ହିମାଲୟ ପର୍ବତର ପଦ ଦେଶରେ ଥିବା ଏକ ଜାତୀୟ ପାର୍କ । ଏହା ସୋନ୍ତପୁର ଠାରୁ ପ୍ରାୟ 35 କିଲୋମିଟର ଦୁରବର୍ତୀ । ନିକଟସ୍ଥ ଗ୍ରାମ ଚାରିଦୁଆର ଠାରୁଏହା 9 କିଲୋମିଟର ଦୂରରେ ରହିଛି ।
ମାନେରୀର ଉତ୍ତରରେ ଅରୁଣାଚଳ ପ୍ରଦେଶର ପାଖୁଇ ବନ୍ୟାପ୍ରାଣୀ ଅଭୟାରଣ୍ୟ ରହିଛି ।ଉଭୟ ମିଶି ପ୍ରାୟ 1000 ବର୍ଗ କିଲୋମିଟର ସ୍ଥାନରେ ରହିଛି । ଏହା ମଧ୍ୟରୁ ନାମେରିର ଅଞ୍ଚଳ 200 ବର୍ଗକିଲୋମିଟର ।
ବ୍ୟୁପତ୍ତି
1978 ଅକ୍ଟୋବର 17 ତାରିଖରେ ଏହା ଜଙ୍ଗଲ ରିଜର୍ଭ ଭାବରେ ସ୍ୱୀକୃତି ପାଇଥିଲା । ଏହା 1985 ମସିହାରେ ନାମେରି ଅଭୟାରଣ୍ୟ ଭାବରେ 137 ବର୍ଗ କିଲୋମିଟର ସ୍ଥାନକୁ ନେଇ ହେଇଥିଲା । ସେତେବେଲୀଠାରୁ ବହୁ ସଂଖ୍ୟାରେ ବୃକ୍ଷ କଟା ଯାଉଥିଲା । ଏହା ପରେ 1998 ମସିହାରେ ଏହା ସହ ଆହୁରି 75 ବର୍ଗ କିଲୋମିଟର ଅଞ୍ଚଳ ଯୋଡା ହେଇ ତାହାକୁ ଜାତୀୟ ପାର୍କ ଭାବେ ଗ୍ରହଣ କରାଗଲା ।
ଏହା ମଧ୍ୟ ଦେଇ ପ୍ରସିଦ୍ଧ ଜିଆ ଭୋରୋଲି ନଦୀ ଯାଇଛି । ଏହି ନଦୀ ଅଞ୍ଚଳରେ ଇବିସ୍ୱିଲ୍ଲ ନାମକ ସୁନ୍ଦର ପକ୍ଷୀ ଦେଖାଯାନ୍ତି ।
ବୃକ୍ଷ ରାଜି
ଏଠାରେ ଜଙ୍ଗଲ ଅରଧ ସବୁଜ । ମୃତ୍ତିକା ଆର୍ଦ୍ର ରହିଥାଏ । ଏଠାରେ ଘଞ୍ଚ ଅରଣ୍ୟରେ ବାଉଁଶ ଜାତୀୟ ବୃକ୍ଷୀ ବେସୀ ପରାୟମାନରେ ହୁଏ । ଏହା ବ୍ଯତୀତ ଅନନ୍ୟ ବୃକ୍ଷ ମଧ୍ୟ ରହିଥାଏ ।
ପଶୁପକ୍ଷୀ
ଏଠାରେ ବହୁ ସଂଖ୍ୟାରେ ହାତୀ ରହିଥାନ୍ତି । ଏହା ବ୍ଯତୀତ ବାଘ , ଚିତାବାଘ , ସଂବର , ଗୌର ଭାଲୁ , ହିମାଳୟନ ଭାଲୁ ଆଦି ରହନ୍ତି ।
300ରୁ ବେସୀ ପ୍ରଜାତିର ପକ୍ଷୀ ଏଠାରେ ଦେଖାଯାଇଥାନ୍ତି ।
ପର୍ଯ୍ୟଟକ ଆକର୍ଷଣ
ନଦୀ ଭ୍ରମଣ : ପାର୍କରେ ବହୁ ସଂଖ୍ୟାରେ ନଦୀ ପ୍ରବାହିତ ହୁଏ । ଏହି ନଦୀ ମାନଙ୍କରେ ଗୋଲ୍ଡେନ ମଶର ନାମକ ମାଛ 3ରୁ 9 ଫୁଟ ଯାଏ ଲମ୍ବ ହେଇଥାନ୍ତି । ତାହା ଧରିବାକୁ ଅନେକ ପର୍ଯ୍ୟଟକ ଆସନ୍ତି ଓ ନଉକାରେ ମାଛ ଧରନ୍ତି ।

0 Comments