ବାଗ୍ରା ଜଳପ୍ରପାତ
ବାଗ୍ରା ଜଳପ୍ରପାତ, କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏକ କ୍ଷୁଦ୍ର ଜଳପ୍ରପାତ । କୋଲାବ ନଦୀ ଉପରେ ଏକ କ୍ଷୁଦ୍ର ଜଳ ପ୍ରପାତ। ଏହା ଏକ ପର୍ଯ୍ୟଟନ ସ୍ଥାନ । ଏହି ସ୍ଥାନରେ ପୂର୍ବରୁ ବାଘମାନଙ୍କ ବସତି ଥିବାରୁ ଆଦିବାସୀ ଭାଷାରେ ଏହା ବାଗ୍ରା ନାମରେ ନାମିତ ହେଇଛି ।
କୋରାପୁଟଠାରୁ ଏହାର ଦୂରତା ୨୫ କିଲୋ ମିଟର। କୋରାପୁଟଠାରୁ ଘାଟଘୁମର କୋଲାବ ବନ୍ଧ ଯିବା ରାସ୍ତାରେ ୩ କି.ମି. ପରେ ଧଉଡ଼ା ପଦର ଛକରୁ ସିଧାରାସ୍ତାରେ ଗଲେ ଏହା ପଡ଼େ। ଯିବା ଆସିବା କରିବାପାଇଁ କୋରାପୁଟଠାରୁ ଯାନବାହାନର ସୁବିଧା ରହିଛି।
0 Comments