ଆପଣ ମାନେ ଜାଣିଛନ୍ତି ମନୁଷ୍ୟ ଡେଙ୍ଗା ବା ଗେଡା ହେବା ତାର growth hormone ଉପରେ ନିର୍ଭର କରେ | ଆପଣ କେବେ ଚିନ୍ତା କରିଛନ୍ତି ଆମେ ଗୋଟିଏ species ହେଲେ ମଧ୍ୟ ଆମର ଦେହର ରଙ୍ଗ କଣ ପାଇଁ ଅଲଗା ହୋଇଥାଏ?
ଏହାର କାରଣ ଜାଣିବା ପାଇଁ ପ୍ରଥମେ ଆମ skin ର layer କୁ ଦେଖିବା ପାଇଁ ପଡିବ | ଏହି layer ଗୁଡିକରେ ବାଳ, ଝାଳ ଗ୍ରନ୍ଥି ଓ ତୈଳ ରହିଛି | ଆମ skin ତିନଟି ଅଲଗା ଅଲଗା layer ରେ ଗଠିତ ହୋଇଛି | ସବୁଠୁ ଉପର layer କୁ epidermis କହନ୍ତି | ତାର ତଳ layer କୁ dermis କହନ୍ତି ଓ ସବୁଠୁ ତଳ layer କୁ hypodermis କହନ୍ତି |
ଆମ skin ର ରଙ୍ଗ ସବୁଠୁ ଉପର layer ରୁ ମିଳିଥାଏ | ଏହି layer ଦୁଇ ପ୍ରକାର layer ରେ ତିଆରି ହୋଇଛି, ଏ ଗୁଡିକ ହେଲା - keratinocytes ଓ melanocytes. ଯେଉଁ pigment ଆମ skin କୁ colour ଦିଏ, ଏହା melanocytes ରେ ତିଆରି ହୁଏ |
ଆଉ melanocytes ରେ ଛୋଟ ଛୋଟ packet ଅଛି, ଏଥିରୁ ଯେଉଁ chemical ତିଆରି ହୁଏ, ତାକୁ melanosomes କୁହାଯାଏ | ଏହା ଭିତରେ chemical process ରେ amino acid, tyrosine, convert ହୁଏ melanin କୁ |
Melanosomes ରେ melanin ହିଁ ଆମ skin କୁ colour ହୋଇଥାଏ | melanosomes ଭିତରେ melanin, melanocytes ରୁ ପଠାଇ ଦା ହୁଏ | ଉପର layer keratinocytes layer କୁ ପହଞ୍ଚିଯାଏ, ସେଥିରେ keratinocytes ର nucleus ଉପରେ ଏକ cap ଭଳି ତିଆରି ହୋଇଥାଏ | melanosomes ରେ ଯଉଁ melanin ଥାଏ, ତାହା ସୂର୍ୟ୍ୟ ପାଖରୁ ଆସୁଥିବା ultraviolet (UV) କୁ ଶୋଷଣା କରିଥାଏ, ତାହା nucleus ରେ ପଡିବାକୁ ଦିଏ ନାହିଁ | ଏଥିପାଇଁ nucleus ଟି ultraviolet ray ରୁ ରକ୍ଷାପାଇଥାଏ |
ଯଦି ଆମ skin ରେ melanin ତିଆରି ହେବା ବନ୍ଦ ହୋଇଯାଏ, ତେବେ ultraviolet ray ରେ ପଡିବା ଦ୍ୱାରା nucleus damage ହୋଇଯାଇପାରେ |ତେଣୁ ଏଥିରୁ କିଛିବି ପରିବର୍ତ୍ତନ ହୋଇପାରେ | ଏଥୁଇପାଇଁ ଆପଣଙ୍କୁ skin cancer ହୋଇପାରେ, ଯାଃଆକୁ ଆମେ melanoma କହୁ | ଏହା ହେବା ଦ୍ୱାରା ଆମ skin ଲାଲ ହୋଇଯାଏ ଓ କୁଣ୍ଡାଇ ହୁଏ |
ତେଣୁ ଆମ skinରେ melanin ତିଆରି ହେବା, ଆଉ ବ୍ୟବହାର ହେବା ଏକ ପ୍ରକାର body କୁ defence କଲା ଭଳି କାମ କରିଥାଏ |
Melanin ଦୁଇ ପ୍ରକାର ହୋଇଥାଏ, ଯଥା – eumelanin ଓ pheomelanin.
ଯେଉଁ ବ୍ୟକ୍ତି ପାଖରେ pheomelanin ତିଆରି ହୁଏ, ତାର ଶରୀର ଲାଲ୍ ରଙ୍ଗ ହୋଇଥାଏ, ତାର କେଶ ମଧ୍ୟ ଲାଲ୍ ହୋଇଥାଏ ଓ ମୁହଁ ଲାଲ୍ ଲାଲ୍ ଚିହ୍ନ ହୋଇଥାଏ |
ଆଉ ଯାହା ପାଖରେ eumelanin ତିଆରି ହୁଏ, ତାର କେଶ ଓ skin ଉଭୟ କଳା ରଙ୍ଗ ହୁଏ | ଯାହା ପାଖରେ ବହୁତ କମ୍ eumelanin ତିଆରି ହୁଏ, ତାର କେଶ ଓ skin light colour ହୋଇଥାଏ |
ଆପଣ ଯଦି ଅଧିକ ସମୟ ଖରାରେ ରୁହନ୍ତି, ତେବେ ଆପଣଙ୍କ skin ରେ ବହୁତ melanin ତିଆରି ହୋଇଥାଏ | ଆପଣମାନେ ଜାଣିଥନ୍ତି, ବିଷୁବବୃତ୍ତରେ ବହୁତ ସୂର୍ଯ୍ୟକିରଣ ପଡେ, ତେଣୁ Africa ର ଲୋକମାନଙ୍କ ଶରୀର ଅଧିକାଂଶ କଳା ହୋଇଥାଏ | କାରଣ, ତାଙ୍କ ଶରୀରରେ ବହୁତ eumelanin ତିଆରି ହୋଇଥାଏ | ଆଉ ଯେଉଁ area ବିଷୁବବୃତ୍ତ ପାଖରୁ ଦୂରରେ ଥାଏ, ଯେପରି Europe, Canada ଏଠିକାର ଲୋକମାନଙ୍କ ରଙ୍ଗ ସାଧାରଣତଃ ଗୋରା ହୋଇଥାଏ | କାରଣ, ଏହି ସ୍ଥାନରେ ସୂର୍ଯ୍ୟ କିରଣ ଅଧିକ ନ ପଡୁଥିବାରୁ eumelanin ତିଆରି ମଧ୍ୟ ବହୁତ କମ୍ ହୋଇଥାଏ |
0 Comments