ଆଲବର୍ଟ ଆଇନଷ୍ଟାଇନ
ଜନ୍ମ ଓ ଜନ୍ମସ୍ଥାନ ୧୪ ମାର୍ଚ୍ଚ ୧୮୭୯
ଉମ୍, ଉର୍ଟମ୍ବର୍ଗ୍, ଜର୍ମାନୀ
ମୃତ୍ୟୁ ୧୮ ଅପ୍ରେଲ ୧୯୫୫ (୭୬ ବର୍ଷ)
ପ୍ରିନ୍ସଟନ, ନ୍ୟୁ ଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା
ଘର ଜର୍ମାନୀ, ଇଟାଲୀ, ସୁଇଜରଲ୍ୟାଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା
ନାଗରିକତା
ଜର୍ମାନୀ (୧୮୭୯–୧୮୯୬)
ଦେଶହୀନ (୧୮୯୬–୧୯୦୧)
ସ୍ୱିଜରଲ୍ୟାଣ୍ଡ (୧୯୦୧–୧୯୫୫)
ଅଷ୍ଟ୍ରିଆ (୧୯୧୧–୧୯୧୨)
ଜର୍ମାନୀ (୧୯୧୪–୧୯୩୩)
ଯୁକ୍ତରାଷ୍ଟ୍ର ଆମେରିକା (୧୯୪୦–୧୯୫୫)
ଶିକ୍ଷାନୁଷ୍ଠାନ
ଇଟିଏଚ୍ ଜୁରିକ୍
ଜୁରିକ୍ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧି
ସାଧାରଣ ଆପେକ୍ଷିକ ତତ୍ତ୍ୱ ଓ ବିଶେଷ ଆପେକ୍ଷିକ ତତ୍ତ୍ୱ
ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ
ବସ୍ତୁତ୍ୱ-ଶକ୍ତି ସମୀକରଣ
ବ୍ରାଉନିଆନ୍ ଗତି ତତ୍ତ୍ୱ
ଆଇନ୍ଷ୍ଟାଇନ୍ ସମୀକରଣ
ବୋଷ-ଆଇନ୍ଷ୍ଟାଇନ୍ ପରିସଂଖ୍ୟାନ
Unified Field Theory
EPR paradox
ଜୀବନସାଥି: ମିଲେଭା ମାରିକ୍ (୧୯୦୩-୧୯୧୯)
ଏଲିସା ଲୋୱେନ୍ଥାଲ୍, née Einstein, (୧୯୧୯–୧୯୩୬)
ପୁରସ୍କାର
ପଦାର୍ଥ ବିଜ୍ଞାନରେ ନୋବେଲ୍ (୧୯୨୧)
Matteucci Medal (1921)
Copley Medal (1925)
Max Planck Medal (1929
Time Person of the Century (1999)
ବିଜ୍ଞାନୀ ଜୀବନ
କ୍ଷେତ୍ର ପଦାର୍ଥ ବିଜ୍ଞାନ
କର୍ମାନୁଷ୍ଠାନ
Swiss Patent Office (Bern)
ଜୁରିକ୍ ବିଶ୍ୱବିଦ୍ୟାଳୟ
ଚାର୍ଲସ୍ ବିଶ୍ୱବିଦ୍ୟାଳୟ
ଇଟିଏଚ୍ ଜୁରିକ୍
ପ୍ରୁସିଆନ୍ ବିଜ୍ଞାନ ଏକାଡେମି
କାଇଜର୍ ୱେଲ୍ହାମ୍ ଇନ୍ଷ୍ଟିଚ୍ୟୁଟ୍
ଲେଡେନ୍ ବିଶ୍ୱବିଦ୍ୟାଳୟ
ଆଡ୍ଭାନ୍ସ୍ ଷ୍ଟଡି ଇନ୍ଷ୍ଟିଚ୍ୟୁଟ୍
ଡକ୍ଟରୀ ଉପଦେଷ୍ଟା ଆଲ୍ଫ୍ରେଡ୍ କ୍ଲେନର୍
ଶିକ୍ଷକୀୟ ଉପଦେଷ୍ଟା ହେନ୍ରିଚ୍ ଫ୍ରେଡ୍ରିଚ୍ ୱେବର୍
ଜଣାଶୁଣା ଛାତ୍ର
ଜି. ଷ୍ଟ୍ରସ୍
ନାଥନ୍ ରୋଜେନ୍
ଲିଓ ଜିଲାର୍ଡ୍
ଆଲବର୍ଟ ଆଇନଷ୍ଟାଇନ (ଜନ୍ମ: ୧୪ ମାର୍ଚ୍ଚ ୧୮୭୯) ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ E = mc2 ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନଷ୍ଟାଇନ ଆପେକ୍ଷିକତାର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି । ସେ ୧୮ ଅପ୍ରେଲ ୧୯୫୫ରେ ମୃତ୍ୟୁବରଣ କରିଥିଲେ ।
ବାଲ୍ୟକାଳ ଓ ଶିକ୍ଷା
ଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ'ଲିନ ଆଇନଷ୍ଟାଇନ। ଆଲବର୍ଟ ୫ ବର୍ଷ ବୟସରେ ଯୋଗ ଦେଲେ Catholic elementary schoolରେ ୩ବର୍ଷ ପାଇଁ ଓ ତା ପରେ ସେ Luitpold Gymnasiumରେ ଯୋଗ ଦେଲେ ସେଥି ସେ primary and secondary ସ୍କୁଲ ଶିକ୍ଷା ପାଇଥିଲେ ।
ବ୍ୟକ୍ତିଗତ ଜୀବନୀ
୧୯୪୬ ମସିହାରେ ଆଇନଷ୍ଟାଇନ Lincoln University,Pennsylvaniaକୁ ଯାତ୍ରା କାରିଥିଲେ ଓ ସେଠାରେ ସେ honorary degreeରେ ସମ୍ନାନିତ ହୋଇଥିଲେ ।
0 Comments